Yeah Priya immediately said if you go here, who will see what you will think What happened next was that he drank water from a well. The supporter had no choice but to think of writing a letter at the end of the day. He sat down at night and started writing letters, but he didn't understand what to write. Samarth is waiting to see how it will be in the evening. She will go to Priya's village as if she feels that it will not be evening today. Even as she waited in the past, she still looks like a hawk today when her loved one comes and receives her love letter written by her mind. Even today, when the two come, Priya also has her friend As soon as she saw the two of them, she immediately walked over to him, she was afraid of what she was going to say, and who would see who she was? At first he refused to take the letter, then what he thought Kejani took again "She is OK When he returned home happy, he felt as if he had crossed the Himalayas Samarth wondered what would happen if Priya took the letter The next day, as the evening progressed, Heichi was able to reach her destination with some new hopes and hopes. At that point, the wheel began to spin on the road, and finally the two of them came back and were able to cross the road without saying anything to her. I still have so much for today to know what the answer was in Priya's letter. Thank you.
........................................................................................................................................................
Hindi Translate
हाँ प्रिया ने तुरंत कहा अगर तुम यहाँ जाओगे तो कौन देखेगा तुम क्या सोचोगे आगे क्या हुआ कि उसने एक कुएँ से पानी पिया। समर्थक के पास दिन के अंत में एक पत्र लिखने के बारे में सोचने के अलावा कोई विकल्प नहीं था। वह रात में बैठ गया और एक पत्र लिखना शुरू कर दिया। समर्थ इंतज़ार कर रहा है कि शाम कैसे होगी। वह प्रिया के गाँव जाएगा जैसे उसे लगता है कि आज शाम नहीं होगी। यहां तक कि जब वह अतीत में इंतजार करती थी, तब भी वह आज भी एक बाज की तरह दिखती है, जब उसका कोई प्रिय व्यक्ति आता है और उसे अपने मन का लिखा प्रेम पत्र मिलता है। आज भी जब दोनों आते हैं, तो प्रिया भी उसकी दोस्त होती है जैसे ही उसने उन दोनों को देखा, वह तुरंत उसके पास चला गया, वह बहुत डर गया, उसने सोचा कि क्या कहना है और किसे देखना है। पहले तो उन्होंने चिट्ठी लेने से मना कर दिया, फिर उन्हें लगा कि केजरी ने फिर क्या किया "वह ठीक है जब वह खुश होकर घर लौटा, तो उसे लगा जैसे उसने हिमालय पार कर लिया है समर्थ ने सोचा कि अगर प्रिया ने पत्र लिया तो क्या होगा अगले दिन, जैसे-जैसे शाम ढलती गई, हेचि कुछ नई आशाओं और आशाओं के साथ अपने गंतव्य तक पहुंचने में सक्षम हो गई। उस समय, पहिया सड़क पर घूमने लगा, और आखिरकार वे दोनों समर्थ के पास वापस आ गए, जब वे उससे बिना कुछ कहे चले गए। मेरे पास आज भी इतना जानने के लिए है कि प्रिया के पत्र में क्या जवाब था | धन्यवाद |
........................................................................................................................................................
Odia Translate
ହଁ ଦ୍ୱିତୀୟ ଭାଗ ରେ ଆମେ କୋଉଠି ଥିଲେ ନଳକୂପ ପାଖରେ କେହି ବି ନଥିଲେ ସମର୍ଥ କୁ ସୁଯୋଗ ମିଳିଗଲା କଥା ହେବାକୁ ହେଲେ କଣ କଥା ହେବ ହଠାତ ତା ପାଟିରୁ ବାହାରି ପଡିଲା କିଛି ଶବ୍ଦ ଆଉ ସେ ଶବ୍ଦ ଥିଲା ମୋର ତୁମ ସାଥିରେ କିଛି କଥା ଅଛି | ପ୍ରିୟା ତୁରନ୍ତ କହିଲା କି ତୁମେ ଏଠୁ ଯାଅ କିଏ ଦେଖିବ କଣ ଭାବିବ | ତ ତାପରେ କଣ ହେଲା ନା ସମର୍ଥ ନଳକୂପ ରୁ ପାଣି ପିଇ ଚାଲି ଯାଇଥିଲା |ପୁଣି ସନ୍ଧ୍ୟା ବେଳେ ଆସିଲା ଦେଖା କରିବାକୁ କିନ୍ତୁ କଣ କରିବା ବିଚରା କୁ ଖାଲି ହାତରେ ଫେରେଇବାକୁ ପଡିଲା | ସମର୍ଥ ପାଖରେ ଆଉ କିଛି ଉପାୟ ନଥାଏ ଶେଷ ରେ ଭାବିଲା ଚିଠି ଲେଖି ଦେବା ପାଇଁ ଆଉ ସେଇଆ ହିଁ କଲା ରାତି ରେ ବସି ଚିଠି ଲେଖିବା ଆରମ୍ଭ କରିଦେଲା ହେଲେ ଲେଖିବ କଣ ବୁଝି ପାରୁନଥାଏ କେଜାଣି କେତେ କାଗଜ ଫାଡ଼ିଲା ପରେ ଶେଷରେ ଗୋଟେ ଚିଠି finally complete ହେଲା ରାତି ପାହିଗଲା ଗୋଟେ ଚିଠି ଲେଖିବା ପାଇଁ | ସମର୍ଥ ଅପେକ୍ଷା କରିଥାଏ ସନ୍ଧ୍ୟା ସମୟ କୁ କେମିତି ସନ୍ଧ୍ୟା ହେବ ସେ ଯିବ ପ୍ରିୟା ର ଗାଁ ଯେମିତି ତାକୁ ଲାଗୁଥାଏ କି ଆଜି ସନ୍ଧ୍ୟା ହେବନି ବହୁ ଅପେକ୍ଷା ପରେ ସନ୍ଧ୍ୟା ହେଲା ସେ ଚିତି ରେ ବହୁତ ସାରା ସେନ୍ଟ ମାରି ଆଣିଥାଏ | ଯେମିତି ଆଗରୁ ଯାଇ ଅପେକ୍ଷା କରିଥାଏ ସେମିତି ଆଜି ବି ଚାତକ ପରି ଅନେଇଥାଏ କେତବେଳେ ତାର ପ୍ରିୟ ଆସିବ ଆଉ ତାର ସେଇ ମନ କଥା ଲେଖିଥିବା ପ୍ରେମ ପତ୍ର ଟି ଗ୍ରହଣ କରିବ | ଆଜି ବି ସେଇ ଦୁଇ ଜଣ ଆସିଲେ ପ୍ରିୟା ସାଙ୍ଗରେ ତାର ସାଙ୍ଗ ବି ଥାଏ | ଯେମିତି ସମର୍ଥ ସେ ଦୁଇ ଜଣଙ୍କୁ ଦେଖିଲା ତୁରନ୍ତ ତାଙ୍କ ପାଖକୁ ଚାଲିଲା ଏଣେ ମନରେ ଭୟ ଥାଏ କଲେ ସେ କଣ କହିବ କଲେ ଆଉ କିଏ ଦେଖିବ ଏ ସବୁ ଚିନ୍ତାଧାରା ମନକୁ ଆସୁଥାଏ ଫିରବି କାହାକୁ ଖାତିର ନ କରି ମାଡି ଚାଲିଲା ସିଧା ଯାଇ ପ୍ରିୟ ହାତରେ ସେ ପ୍ରେମ ପତ୍ର ଟି ଧରେଇଦେଲା | ପ୍ରଥମେ ସେ ଚିଠି ନେବା ପାଇଁ ମନାକଲା ତାପରେ କଣ ଭାବିଲା କେଜାଣି ପୁଣି ନେଲା | ଯେମିତି ପ୍ରିୟା ସେ ଚିଠି ନେଲା ସମର୍ଥ ଆଉ ଖୁସି କହିଲେ ନସରେ | ମନ ଖୁସି ରେ ସେ ଘରକୁ ଫେରିଲା ତାକୁ ଏମିତି ଲାଗୁଥାଏ କି ଯେମିତି ହିମାଳୟ ପର୍ବତ ପାର କରି ଆସିଛି | ସମର୍ଥ ଆଉ ଗୋଟେ ଚିନ୍ତା ହୋଇଗଲା କି ପ୍ରିୟା ଚିଠି ତା ନେଇଗଲା ହେଲେ ତାର ଜବାବ କଣ ହେବ | ତାପର ଦିନ ଯେମିତି ସନ୍ଧ୍ୟା ହେଇଚି ସମର୍ଥ ଚାଲିଲା ତାର ଗନ୍ତବ୍ୟ ପଥରେ କିଛି ନୂଆ ଆଶା ଆଉ ଭରଷା ରେ | ସେଇ ନିର୍ଦ୍ଧିଷ୍ଟ ସମୟ ରେ ରୋଡ ରେ ଚକର କଟିବାରେ ଲାଗିଲା ଶେଷରେ ପୁଣି ସେଇ ଦୁଇଜଣ ଆସିଲେ ସମର୍ଥ ଯେତେବେଳେ ସେମାନେ ତାକୁ କିଛି ନକହି ବାଟ କାଟି ଚାଲିଗଲେ କିଛି ବାଟ ଗଲାପରେ ପ୍ରିୟା ର ସାଙ୍ଗ ସମର୍ଥ କୁ ଡାକିଲା ଆଉ ଗୋଟେ ସମର୍ଥ ଆଡକୁ ଫିଙ୍ଗି ଦେଲା | ଆଜି ପାଇଁ ଏତିକି ଥାଉ ପୁଣି କଲି ଜାଣିବା ପ୍ରିୟା ର ଚିଠି ରେ କଣ ଜବାବ ଥିଲା | ଧନ୍ୟବାଦ |


Bahut badhia post
ReplyDelete