Yes Samarth went to her own house and Priya also went to her own house This is where the real story begins The day after they broke up, the next day, Priya's brother came to her village to talk to Samarth. Samarth called Priya's brother to a secluded place and asked how his sister was doing, saying he had sent her here. She said she did not know if she would return to her aunt's house tomorrow, as she may have had an affair with her sister. Hearing this, Samarth was completely handcuffed. Samarth asked him what his aunt's house village name was. Bhagwanpur Samarth asked if his sister would go with anyone. He said he would be able to go with me and said okay, I will go to the institute tomorrow and we will meet on the way and I have been waiting at that Bhagwanpur intersection. Priya's brother then left What else could he sleep that night, how could it be morning and he would see Priya In the morning, Babu got ready and went out to the institute. The family asked him where he had come from. It's been two hours and Priya hasn't seen it yet. I wonder if a lot of questions will come to her mind. A jeep came out of it. Whether he can see Priya again at this birth When Priya and her brother came, they walked towards Bhagwanpur village. Samarth gave Priya his friend's mobile no and said he would call me when it was convenient and Samarth said goodbye and his friend left. So much for today we will know again tomorrow. Thank you.
Ajay Swami Adorable Women's Soft Rayon Printed Anarkali Kurti with Dupatta
..........................................................................................................................................................
Hindi Translate
हाँ समर्थ अपने घर चला गया और प्रिया भी अपने घर चली गई यहीं से असली कहानी शुरू होती है जिस दिन वे टूट गए, उसके अगले दिन, प्रिया का भाई समर्थ से बात करने के लिए उसके गाँव आया। समर्थ ने प्रिया के भाई को एकांत स्थान पर बुलाया और पूछा कि उसकी बहन कैसे कर रही है, यह कहते हुए कि उसने उसे यहां भेजा था। उन्होंने कहा कि उन्हें नहीं पता कि अगर वह कल अपनी चाची के घर गए तो वे वापस लौट आएंगे क्योंकि दीदी के पक्ष में कोई आउटिंग हो सकती है। यह सुनकर समर्थ पूरी तरह से हतप्रभ रह गया। समर्थ ने उससे पूछा कि उसकी मौसी के घर गाँव का नाम क्या है। भगवानपुर समर्थ ने पूछा कि क्या उसकी बहन किसी के साथ जाएगी। उन्होंने कहा कि वह मेरे साथ जाने में सक्षम होंगे और कहा कि ठीक है, मैं कल संस्थान जाऊंगा और हम रास्ते में मिलेंगे और मैं उस भगवानपुर चौराहे पर इंतजार कर रहा हूं। प्रिया का भाई फिर चला गया उस रात वह और क्या सो सकता है, सुबह कैसे हो सकती है और वह प्रिया को देखेगा सुबह बाबू उठकर संस्थान के लिए निकले। परिवार ने उनसे पूछा कि वह कहां से आए हैं। उन्होंने कहा कि वह संस्थान जा रहे थे। अभी दो घंटे हो चुके हैं और प्रिया ने उसे नहीं देखा है। उसके दिमाग में बहुत सारे सवाल आ रहे हैं। एक जीप उसके पास से निकली और उसने एक गहरे हरे रंग की पोशाक पहन रखी थी। क्या वह प्रिया को इस जन्म में फिर से देख सकता है। जब प्रिया और उसका भाई आए, तो वे प्रिया के भाई के सामने भगवानपुर गाँव की ओर चल दिए और समर्थ का दोस्त पीछे चला गया और प्रिया हाथ पकड़े हुए थी क्योंकि कोई भी उसे जानता नहीं था। समर्थ ने प्रिया को उसकी सहेली का मोबाइल नंबर दिया और कहा कि जब वह आएगी तो वह मुझे बुला लेगी। सुविधाजनक और समर्थ ने अलविदा कहा और उसके दोस्त ने अलविदा कहा। आज के लिए इतना ही हम कल फिर से जानेंगे | धन्यवाद |
Just Herbs Ayurvedic Kimsukadi Tail Glow Boosting Facial Oil
..........................................................................................................................................................
Odia Translate
ହଁ ସମର୍ଥ ତା ନିଜ ଘରକୁ ଚାଲିଗଲା ଆଉ ପ୍ରିୟା ବି ତା ନିଜ ଘରକୁ ଚାଲିଗଲା | ଏଇଠୁ ଆରମ୍ଭ ହେବ ଅସଲି କାହାଣୀ | ଯେଉଁଦିନ ଏମାନେ ଅଲଗା ହେଲେ ଠିକ ତାପର ଦିନ ପ୍ରିୟାର ଭାଇ ସମର୍ଥ ସହ କଥାହେବା ପାଇଁ ତା ଗାଁ କୁ ଆସିଛି |ସମର୍ଥକୁ ନପାଇ ସେ ଫେରିବା ବାଟରେ ଯୋଗକୁ ସମର୍ଥର ଭେଟ ହେଇଗଲା କହିଲା କି ଭାଇ ତୁମ ସାଥିରେ କିଛି କଥା ଅଛି | ସମର୍ଥ ପ୍ରିୟା ର ଭାଇକୁ ଏକ ନିରୋଳା ସ୍ଥାନ କୁ ଡ଼ାକିନେଇଗଲା ଆଉ ପଚାରିଲା ତୋ ଦିଦି ର ହାଲ କେମିତି ଅଛି ସେ କହିଲା ଦିଦି ତ ମୋତେ ଏଠିକି ପଠେଇଚି | ସେ କହିଛି ଯେ କାଲି ସେ ମାଉସୀ ଘରକୁ ଯିବ ହେଲେ ଆଉ ଫେରିବ କି ନାହିଁ ଜାଣିନି କାରଣ ହୁଏତ ଦିଦି ର ସିଆଡେ ବାହାଘର ବି ହେଇପାରେ | ଏକଥା ଶୁଣି ସମର୍ଥ ପୁରା ହାତବାକ ହେଇଗଲା ସମର୍ଥ ତାକୁ ପଚାରିଲା ଜେ ତୁମ ମାଉସି ଘର ଗାଁ ନାମ କଣ ସେ କହିଲା ଭଗବାନପୁର ସମର୍ଥ ପଚାରିଲା କି ତୋ ଦିଦି କାହା ସାଥିରେ ଯିବ | ସେ କହିଲା ମୋ ସାଥିରେ ଯିବ ସମର୍ଥ କହିଲା ହଉ ଠିକ ଅଛି କାଲି ମୁଁ ଇନ୍ଷ୍ଟିଟ୍ୟୁତେ ଯିବି ତ ଆମେ ବାଟରେ ଦେଖା ହେବା ଆଉ ମୁ ସେଇ ଭଗବାନପୁର ଛକ ରେ ଅପେକ୍ଷା କରିଥିବି | ଏହା ପରେ ପ୍ରିୟାର ଭାଇ ସେଠାରୁ ଚାଲିଯାଇଥିଲା | ସେଦିନ ରାତିରେ ଆଉ କଣ ଶୋଇପାରେ କେମିତି ସକାଳ ହେବ ଆଉ ସେ ପ୍ରିୟାକୁ ଦେଖିବ | ସକାଳ ହେଲା ବାବୁ ସଜପଟା ହୋଇ ବାହାରିପଡିଲେ institute ଅଭିମୁଖେ ଘରଲୋକ ପଚାରିଲେ କୁଆଡେ ବାହାରିଲ ସମର୍ଥ କହିଲା institute ଯାଉଛି exam ଅଛି କହି ଘରୁ ଚାଲିଗଲା ବାଟରେ ତାର ଜଣେ ଘନିଷ୍ଟ ସାଙ୍ଗ ମିଳିଗଲା ଏ ଦୁଇଜଣ ଆଗରୁ ଯାଇ ଭଗବାନପୁର ଛକ ରେ ଠିଆ ହୋଇ ଚାତକ ପରି ଚାହିଁ ବସିଛନ୍ତି କେତେବେଳେ ତାର ମନର ମାନସୀ ପ୍ରିୟା ଆସିବ | ଦୁଇ ଘଣ୍ଟା ହେଇଗଲା ତଥାପି ଏପର୍ଯ୍ୟନ୍ତ ପ୍ରିୟାର ଦେଖାନାହିଁ ମନ ଭିତରେ ବହୁତ ଗୁଡିଏ ପ୍ରଶ୍ନ ଆସିବ କି ନାହିଁ ଏହା ଭାବୁ ଭାବୁ ଗୋଟେ ଜୀପ ଆସିଲା ସେଥିରୁ ଗାଢ଼ ସବୁଜ ରଙ୍ଗ ର dress ପିନ୍ଧି ପ୍ରିୟା ଓଲ୍ହାଇଲା ତାକୁ ଦେଖି ସମର୍ଥ ଟିକେ ଦୀର୍ଘ ନିଶ୍ୱାସ ମାରିଲା କିଛି ସମୟ ପାଇଁ ଲାଗିଲା ଯେମିତି ସେ ସ୍ବପ୍ନ ଦେଖୁଚି କାରଣ ସେ ଭାବି ନେଇଥିଲା ଜେ ଏ ଜନ୍ମ ରେ ଆଉ ସେ ପ୍ରିୟାକୁ ଦେଖିପାରିବ କି ନାହିଁ | ପ୍ରିୟା ଆଉ ତା ଭାଇ ଆସିଲା ପରେ ଏମାନେ ଚାଲିଲେ ଭଗବାନପୁର ଗାଁ ଅଭିମୁଖେ ଆଗରେ ପ୍ରିୟାର ଭାଇ ଆଉ ସମର୍ଥର ସାଙ୍ଗ ଚାଲିଲେ ପଛରେ ସମର୍ଥ ଆଉ ପ୍ରିୟା ହାତ ଧରାଧରି ହୋଇ ଚାଲଇ କାରଣ ସେଠିତ କେହି ତାଙ୍କୁ ଜାଣିନାହାନ୍ତି ଏମିତି ଚାଲୁ ଚାଲୁ ଭଗବାନପୁର ଗାଁ ଆସିଗଲା ସେଠୁ ସମର୍ଥକୁ ଫେରିବାକୁ ପଡିବ କାରଣ ମାଉସିର ଘର ଲୋକ କାଳେ କିଏ ଦେଖିବ ସେଇଥିପାଇଁ ସେଠୁ ସମର୍ଥ ପ୍ରିୟାକୁ ତାର ସାଙ୍ଗର mobile no ଦେଲା ଆଉ କହିଲା ଯେତବେଳେ ସୁବିଧା ହେବ ମୋତେ call କରିବ ଏତିକି କହି ସମର୍ଥ ଆଉ ତା ସାଙ୍ଗ ସେଠୁ ବିଦାୟ ନେଲେ | ଅଜିପାଇଁ ଏତିକି ପୁଣି କାଲି ଆମେ ଜାଣିବା | ଧନ୍ୟବାଦ |




😂😂😂is storiy par dil bhi tuttkar vikhr 💔💔gya ji kas dono mil jate😍😍🙏🙏👌👌👌👌👌👌👌👌👌👌👌👌👌👌
ReplyDeleteMind-blowing story
ReplyDelete