ମୁଁ ଜଣେ ଇଲେକ୍ଟ୍ରିକଲ ଇଞ୍ଜିନିଅର, ଆଜିର ସମୟ ମୋ ପାଖରେ ଜବ ନାହିଁ | ମୋ ଜୀବନ ଭାରି ଦୁଃଖ ଭରା ହେଇଯାଇଛି |
ମୁଁ ବର୍ତ୍ତମାନ ରାଜସ୍ଥାନ ର ଭିବାଡି ରେ ରହୁଛି | ଏଠାରେ ମୁଁ 2014 ଜୁଲାଇ ରୁ 2020 ଫେବୃଆରୀ ପର୍ଯ୍ୟନ୍ତ ଏଠାକାର ବଡ ESIC ହସ୍ପିଟାଲ ରେ ଟେକ୍ନିକାଲ ଇଞ୍ଜିନିଅର ପଦବୀ ରେ କାମ କରୁଥିଲି , ହାଇଅର ଷ୍ଟଡି ପାଇଁ ମୁଁ ମାର୍ଚ୍ଚ ପ୍ରଥମ ସପ୍ତାହ ରେ ଜବ ଛାଡିଦେଲି | ତାପରେ covid 19 ଆସିଲା ଏବଂ ସବୁ କିଛି ସରିଗଲା | ଆଉ ଏବେ ମୋ ଲାଇଫ ମୁସ୍କିଲ ହେଇଯାଇଛି | ଯଦି ଆପଣମାନେ ମୋ ନୀତିଦିନ ଜୀବନଶୈଳୀ ବିଷୟ ରେ ଜାଣିବାକୁ ଚାହୁଁଛନ୍ତି ତାହେଲେ ମୋ blog ସବୁଦିନ ପଢନ୍ତୁ | ଆପଣମାନେ ପଢିଲେ ମୋତେ ଟିକେ ଖୁସି ମିଳିବ |

.....................................................................................................................................................................
Hindi Translate
मैं एक इलेक्ट्रिकल इंजीनियर हूं, आज मेरे पास नौकरी नहीं है मेरा जीवन दुःख से भरा हुआ है
मैं वर्तमान में राजस्थान के विभिदी में रह रहा हूँ यहां मैं जुलाई 2014 से फरवरी 2020 तक यहां के बड़े ईएसआईसी अस्पताल में तकनीकी इंजीनियर के रूप में काम कर रहा था, मैंने हाईस्कूल की पढ़ाई के लिए मार्च के पहले सप्ताह में नौकरी छोड़ दी। फिर कोविद 19 आया और सब कुछ खत्म हो गया और अब मेरा जीवन कठिन है यदि आप मेरी दैनिक जीवन शैली के बारे में अधिक जानना चाहते हैं तो मेरे ब्लॉग को नियमित रूप से पढ़ें। आपको पढ़कर मुझे थोड़ी खुशी होगी|
..............................................................................................................................................................
English Translate
I am an electrical engineer, I don't have a job today My life is full of sorrow
I am currently living in Vibhadi, Rajasthan Here I was working as a Technical Engineer at the big ESIC Hospital here from July 2014 to February 2020, I quit my job in the first week of March for a high school study. Then covid 19 came and everything was over And now my life is hard If you want to know more about my daily lifestyle then read my blog regularly. I will be a little happy to read you.


😂😂🙏🙏
ReplyDeleteBhagavan par khud par bharosa rkho nuokre bahut acha milega 😍😍😍😍🌹🌹store 👌👌👍👍
ReplyDeleteJindegi me ese uttar chadab hota reheta he time ane se sab thik ho jayega
ReplyDelete