The story I'm going to tell you today is a pure love story One son whose name is Samarth, and one daughter whose name is Priya On April 14, 2003, Samarth travels to the village and is able to go on a trip with some of her friends that day. Toka Mana They don't go to see her trip. That's the story On that day, Priya and her sister-in-law were sitting in front of the stage in front of her, and her sister-in-law was sitting in front of her. It took about an hour. I didn't understand. Samarth then said to her friend that she wanted the girl there. No sleep After the trip was over, everyone went and slept in their own homes And the able-bodied baboon bathed and wore a shiny pants shirt and went out in search of his bicycle with a straight handle. We'll find out tomorrow if Samarth has found his girlfriend, that's all for today. Thank you.|
Hindi Translate
आज जो कहानी मैं आपको सुनाने जा रहा हूँ वह एक शुद्ध प्रेम कहानी है एक लड़का जिसका नाम समर्थ है और एक लड़की जिसका नाम प्रिया है 14 अप्रैल, 2003 को समर्थ गाँव जाता है और उस दिन अपने कुछ दोस्तों के साथ यात्रा पर जाने में सक्षम होता है। उस दिन, प्रिया और उसकी बेहेन उसके सामने मंच की पहली पंक्ति में बैठे थे, और उसकी बेहेन उसके पास बैठी थी। लगभग एक घंटे का समय लगा। समझ में आया। समर्थ ने तब अपने दोस्त से कहा कि वह उस लड़की को चाहता है। कोई नींद नहीं आई। यात्रा खत्म होने के बाद, सभी लोग अपने-अपने घरों में चले गए और सो गए। और सक्षम बाबूना नहाया और एक चमकदार पैंट शर्ट पहनी और सीधे हैंडल के साथ अपनी साइकिल की तलाश में निकल गया। हम कल पता लगाएंगे कि क्या समर्थ ने अपनी प्रेमिका को पाया है, आज के लिए बस इतना ही | धन्यवाद
https://amzn.to/3qIt939 https://amzn.to/3ewjUAF|
..................................................................................................................................................
Odia Translate
ଆଜି ଆପଣମାନଙ୍କୁ ଯୋଉ କାହାଣୀ ମୁଁ କହିବାକୁ ଯାଉଛି ସେ ଏକ ନିଛୁକ ପ୍ରେମ କାହାଣୀ ଅଟେ | ଗୋଟେ ପୁଅ ଯାହାର ନାମ ସମର୍ଥ ,ଆଉ ଗୋଟେ ଝିଅ ଯାହାର ନାମ ପ୍ରିୟା | 14 ଏପ୍ରିଲ 2003 କୁକୁ ଗାଁ ରେ ଯାତ୍ରା ପଡିଥାଏ ଆଉ ସେଦିନ ସମର୍ଥ ତାର କିଛି ସାଙ୍ଗ ମାନଙ୍କ ସାଥିରେ ଯାତ୍ରା ଦେଖିବାକୁ ଯାଇଥାଏ ଟୋକା ମନ ସେମାନେ ତା ଯାତ୍ରା ଦେଖିବାକୁ ଯାଆନ୍ତିନି ଖାଲି ମେଲୋଡି ପୋଗ୍ରାମ ଦେଖି ଘରକୁ ଫେରିଆସନ୍ତି ,ସେ ଦିନ ରାତି ଯାତ୍ରା ରେ ଏମିତି କଣ ଥିଲା ଯେ ସେ ପୁରା ରାତି ଯାତ୍ରା ଦେଖିଲା |ଏଇଠୁ ଆରମ୍ଭ ହେଲା କାହାଣୀ | ସେଦିନ ଯାତ୍ରା ଷ୍ଟେଜ ର ଆଗ ଧାଡି ରେ ସମର୍ଥ ବସିଥାଏ ଆଉ ତାର ପୁରା ସାମ୍ନା ଷ୍ଟେଜ ଆରପଟ ରେ ପ୍ରିୟା ଆଉ ତାର କଯିନ ଭଉଣୀ ବସିଥିଲେ ଦୁହେଁ ପୁରା ସମ୍ନାସାମ୍ନି ଯେତେବେଳେ ସମର୍ଥ ର ନଜର ପ୍ରିୟା ଉପରେ ପଡିଲା ପ୍ରିୟା ର ବି ନଜର ସମର୍ଥ ଉପରେ ପଡିଲା ପ୍ରଥମେ ସମର୍ଥ କୁ ଲାଗିଲା କି ସେ ଆଉ କାହାକୁ ଚାହିଁଚି ଏମିତି ଏମିତି ରେ ପ୍ରାୟ ଏକ ଘଣ୍ଟା ଚାଲିଗଲା କିଛି ବୁଝିପାରିଲାନି ସମର୍ଥ ତାପରେ ତାର ସାଙ୍ଗ କହିଲା କି ସେ ଝିଅ ତତେ ହିଁ ଚାହୁଁଚି |ତାପରେ ସମର୍ଥ ର ଖୁସି କହିଲେ ନ ସରେ ସେ କି ଆଉ ଯାତ୍ରା ଦେଖେ ଆଖିରେ ଆଖିରେ ଦୁହିଁ ଙ୍କର ପୁରା ରାତି ପାହିଗଲା |ଯାତ୍ରା ସରିଲା ସମସ୍ତେ ନିଜ ନିଜ ଘରକୁ ଗଲେ କିନ୍ତୁ ସମର୍ଥ କୁ ଆଉ ନିଦ ନଥାଏ ଯାତ୍ରା ସରିଲା ପରେ ସମସ୍ତେ ଯାଇ ନିଜ ନିଜ ଘରେ ଶୋଇଲେ | ଆଉ ସମର୍ଥ ବାବୁ ଗାଧୋଇ ପାଧୋଇ ଚକାଚକ ପାଣ୍ଟ ସାର୍ଟ ପିନ୍ଧି ତାର ସିଧା ହାଣ୍ଡଲ ଵାଲା ସାଇକଲ ଧରି ବାହାରି ପଡିଲା ସନ୍ଧାନ ରେ | ସମର୍ଥ କୁ ତାର ପ୍ରିୟା ମିଳିଲା କି ନାହିଁ ଆମେ କାଲି ଜାଣିବା, ଆଜି ପାଇଁ ଏତିକି | ଧନ୍ୟବାଦ |


Nice story very interesting
ReplyDelete